November 7, 2026
IMG-20261107-WA0078
Share

 

ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀଜିଲ୍ଲା ପୁରୀ ପ୍ରଶାସନ କଥା l ବିଗତ ଦିନରେ ପୁରୀ ସହର ସିଦ୍ଧ ମନ୍ଦିରର ମନ୍ଦିର ଏବଂ ପୁଷ୍କରଣୀର ପୁନରାଉଦ୍ଧାର ପାଇଁ ପୂର୍ବତନ ଜିଲ୍ଲାପାଳ ୮୦ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ହେଲେ କୌଣସି କାର୍ଯ୍ୟକ୍ରମ ହୋଇନାହିଁ l ପରେପରେ ପୁରୀ ସାଂସଦ ସମ୍ବିତ ପାତ୍ର ଚାରିଚାରୋଟି ଫଳକ ମାରି ସିଦ୍ଧମେହାବୀର ମନ୍ଦିର ର ଚତୁଃପାର୍ଶ୍ଵ ସୌନ୍ଦର୍ଜିକରଣ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ହେଲେ ଏହି ପ୍ରତିଶୃତି ପାଣିର ଗାର ହୋଇ ରହିଗଲା l କେବେହେବ ଏହି ପୁନରାଉଦ୍ଧାର କାମ ବର୍ତ୍ତମାନ ପ୍ରଶ୍ନବାଚୀ? ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତାଙ୍କ ଦାବି ଉଗ୍ରରୂପ ନେଉଛି l ଆଗକୁ ଦେଖିବାକୁ ରହିଲା କେବେ ହେଉଛି ଏହି କାର୍ଯ୍ୟକ୍ରମ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ