June 15, 2026

ଖଣ୍ଡହତା ଛକ ରେ ପୁଣି ଦୁର୍ଘଟଣା…

IMG-20250907-WA0017
Share

 

 

ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ଛକ ରେ ପୁଣି ଦୁର୍ଘଟଣା। ଦୋକାନ ସାମ୍ନାରେ ପାର୍କିଂ ହୋଇଥିବା ୮ଟି ବାଇକ କୁ ଧକ୍କା ଦେବା ସହ ଗୋଟିଏ ବିଦ୍ୟୁତ ଖୁଣ୍ଟ କୁ ବାଡେଇ ଦେବା ସହ ଜଣେ ଲୋକଙ୍କୁ ଧକ୍କା ଦେଇଥିଲା ବୁଲେରୁ। ସ୍ଥାନୀୟ ଛକ ରେ ଉତ୍ତେଜନା ସହ ରାସ୍ତା ରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ଆହତ ହୋଇଥିବା ଲୋକଙ୍କୁ ମେଡ଼ିକାଲ ନିଆଯାଇଥିବା ସୂଚନା।