August 7, 2026

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ତିରିଶ ଶଯ୍ୟା ବିଶିଷ୍ଠ ନୂତନ କୋଠାର ଉଦଘାଟନ ସ୍ଥାନୀୟ ବିଧାୟକ..

IMG-20260806-WA0045
Share

       କୋରାପୁଟ ଜ଼ିଲ୍ଲା କୋଟପାଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ତିରିଶ ଶଯ୍ୟା ବିଶିଷ୍ଠ ନୂତନ କୋଠାର ଉଦଘାଟନ ସ୍ଥାନୀୟ ବିଧାୟକ ରୁପୁ ଭତରାଙ୍କ କରକୋମଳ ରେ ହୋଇଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ଼ା ଗୁରୁ ପ୍ରସାଦ ମାହନ୍ତ. ପୌରାଧକ୍ଷ ଏମ ସଙ୍କର ରାଓ ନାଇଡୁ.ସାଂସଦ ପ୍ରତିନିଧି ରାମେଶ୍ୱେର ଜେନା. ବ୍ଲକ ଉପାଧକ୍ଷ ତପନ ପାଣି ଗ୍ରାହି.ଥାନା ଅଧିକାରିଣୀ ସୁଶ୍ରୀ ଦୀପ୍ତିମୟୀ ଧୂରୁଆ. ସମାଜ ସେବି ମିନୁ ରଥ. ପ୍ରେସ କ୍ଳବ ସଭାପତି ପଙ୍କଜ ପାତ୍ର.ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଆଦିତ୍ୱ କୁମାର ମହାନ୍ତି. ଉପସ୍ଥିତ ଥିଲେ. ବ୍ଲକ ମିଡିଆ ଆସୋସିଏସନ ସଭାପତି ହରିଶ କୁମାର ପଟ୍ଟନାୟକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାଲିଥିବା ଅନିୟମିତତା ବିଷୟ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମାହନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ଡ଼ା ଶ୍ରୀମତୀ ରାଗିଣୀ.ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ବିଶ୍ୱଜିତ ମଲିକଙ୍କ ସମେତ ସମସ୍ତ ଆଶା କର୍ମୀ ଓ କର୍ମଚାରି ଉପସ୍ଥିତ ଥିଲେ. ଫାର୍ମାସିଷ୍ଟ ଶ୍ରୀ ସୂର୍ଯ୍ୟ କାନ୍ତ ପାଢ଼ୀ ଏହି ନବ ନିର୍ମିତ କୋଠା ର ହୋମଜଜ୍ଞ ସହ ପୂଜା ପାଠ କୋରି ଥିଲେ .ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.

You may have missed