November 18, 2026

ବ୍ଳକ ସ୍ଥରୀୟ ଉଦ୍ୟାନ କୃଷି କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ

IMG-20250405-WA0010
Share

          ବ୍ଳକ ସ୍ଥରୀୟ ଉଦ୍ୟାନ କୃଷି କର୍ମଶାଳା ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ଉଦ୍ୟାନ କୃଷି ବିଭାଗ ତରଫରୁ ବିକାଶ ଓ ପ୍ରଶିକ୍ଷିଣ ଯୋଜନା ମାଧ୍ୟମରେ ବ୍ଳକ ସ୍ଥରିୟ ୨୧ଟି ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠିର ୧୦୮ ଉଦ୍ୟଗି ମାନଙ୍କୁ ନେଇ ଏହି ପ୍ରସିକ୍ଷିଣ କାର୍ଯ୍ୟ କର୍ମ କରାଯାଇଥିଲା ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରି ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ ଓ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଫିସର ସହକାରି କୃଷିଅଧିକାରୀ ସୁଭ୍ରନ କୁମାର ରାଭଲ,ପ୍ରାଣି ଚକିତ୍ସା ଅଧିକାରିଣି ବନ୍ଦିତା ବେହେରା, ସହ କାରିମତ୍ସ ବିଭାଗର ଅଧିକାରିଣି ଚିନ୍ନୟି ବେହେରା,ବିପିଏମ ସମ୍ମିତା ମହାପାତ୍ର, ବିପିସି ଦିପ୍ତିମୟ ପ୍ରଧାନ ଯୋଗଦେଇଥିଲେ ସହକାରି ଉଦ୍ୟାନ କୃଷି ଅଧୀକାରିଣି ଚିନ୍ମୟି ସାହୁ ଏହି କାର୍ଯ୍ୟ କର୍ମକୁ ପରିଚାଳନା କରି ଉଦ୍ୟଗିମାନଙ୍କୁ ଛତୁ ଚାଷ, ଫୁଲ ଚାଷ ମହୁ ଚାଷ ଓ ବିଭିନ୍ନ ପନିପରିବା ଚାଷ ବିଷୟରେ ଚାଷି କିପରି ସ୍ଵାବଲମ୍ବି ଶୀଳ ହୋଇ ପାରିବ ସେ ବିଷୟରେ ପରାମର୍ସ ଦେଇଥିଲେ ଏଚଓ ଉଲାସ ଦେଇ, ଆସିସ ଦଳବେହେରା, ଗିତାଞ୍ଜଳି ବେହେରା ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହିତ କର୍ମଶାଳାକୁ ସାରିଥିଲେ ରିପୋଟର ମାନସ ରଞ୍ଜନ କର

You may have missed