November 4, 2026

ଡ଼ଃ ପଦ୍ମଶ୍ରୀ ଅଶେ।କ କୁମାର ମହାପାତ୍ର କଂର ପରଲେ।କ ପ।ଇଁ ଶ୍ରଦ୍ଧାଞ୍ଜଳି ସଭ।

IMG-20261104-WA0002
Share

– ତିର୍ତ୍ତୋଲ ତା 3/11/2026 ତେନ୍ତୁଳି ପଦ। ସ।ରଳ। ଦ।ସ ସ।ଧନ। ପୀଠ ଉନ୍ନୟନ ପରିଷଦ ର ସମସ୍ତ ସଦସ୍ୟ ମ।ନ କଂ ଉପସ୍ଥିତ ରେ ଶ୍ରଦ୍ଧାଞ୍ଜଳି ସଭ। ଅନୁଷ୍ଠିତ ହେ।ଇ ଯ।ଇଛି । ଏ ଶ୍ରଦ୍ଧାଞ୍ଜଳି ସଭ। ରେ ପରିଷଦ ର ସଭ।ପତି ସୁରେଶ ଚନ୍ଦ୍ର ମହାନ୍ତି କଂ ଅ।ବ। ହକତ୍ୱ ରେ ଡ଼ଃ ପଦ୍ମଶ୍ରୀ ଅଶେ।କ କୁମାର ମହାପାତ୍ର କଂର ବ୍ୟକ୍ତି ତ୍ୱ ଓ ନିରବଚ୍ଛିନ୍ନ ଭାବରେ ଜନ ସ।ଧରଣ କଂ ସ୍ୱ।ସ୍ଥ୍ୟ ସେବ। କରୁଥିବା ମହ।ନୁଭୁତ। ନିଶ୍ଚିତ ଭାବେ ସ୍ମରଣୀୟ ହେ।ଇ ରହିବ ,ବିଭିନ୍ନ ସଦସ୍ୟ ନିଜ ନିଜର ମତବ୍ୟକ୍ତ କରିଥିଲେ ,ତ।କଂର ଉଦ୍ୟମ ଓ ପ୍ରଚେଷ୍ଟା ରେ ତେନ୍ତୁଳି ପଦ। ଶ।ରଳ। ରେ।ଡ ଠ।ରେ ସ।ରଳ। ଦ।ସ କଂ ପ୍ରତିମୂର୍ତ୍ତି ଅ।ଜ କୁ 3ବର୍ଷ ହେବ ସ୍ଥ।ପିତ ହେ।ଇ ,ଏହି ଅଞ୍ଚଳ କୁ ସ।ରଳ। ଦ।ସ ପ୍ରଚ।ର ଓ ପ୍ରସ।ର ରେ ନିଶ୍ଚିତ ଅଗ୍ରୀମ ଭୂମିକା ନେବ । ଏହା ର ପ୍ରଚ।ର ଓ ପ୍ରସ।ର ଅଭ।ବ ରୁ ଜନ ମ।ନସରେ ଅ।ଦିକବି ଜନମ।ନସ ରେ ଦିନ କୁ ଦିନ ଅପସରି ଯ।ଉଛନ୍ତି ବେ।ଲି ଉନ୍ମୋଚିତ ପ୍ରତିମୂର୍ତ୍ତି ସଭ। ରେ ସୁଚିନ୍ତିତ ମତ ଉପସ୍ଥିତ ଜନ ସ।ଧ।ରଣ କୁ ନିଜ ବ୍ୟକ୍ତବ ରେ କହିଥିଲେ ବେ।ଲି ଉପସ୍ଥିତ ଶେ।କ ସଭ। ର ଉପସଭାପତି ବିରଜା ପ୍ରଶ୍ନ ପରିଜ। ,ସମ୍ଫ।ଦକ ର।ଧ। ମେ।ହନ ପରିଜ।,ଉପଦେଷ୍ଟା ଇଂ ସୁବ।ସ ଚନ୍ଦ୍ର ସ।ହୁ, ଗୁରୁଦତ୍ତ ପରିଜ।, ଅ।ଶିଷ କୁମାର ପରିଜ। ,ରବୀନ୍ଦ୍ରକୁମ।ର ସିଂ, ଓ ପ୍ରଭ।ତ କୁମାର ପରିଜ। ପ୍ରମୁଖ ତ।କଂ କଥା କୁ ମନେପକ।ଇ ବ। ସହ ନିରବ ପ୍ର।ର୍ଥନ। ସହ ଗଭୀର ଶ୍ରଦ୍ଧାଞ୍ଜଳି ,ଡ଼ଃ ମହ।ପ।ତ୍ର କଂ ଅମର ଆତ୍ମ। ସଦ୍ଗତି ହେଉ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର