June 15, 2026

କୁଞ୍ଜବନ ମଠରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ। 

IMG-20241103-WA0005
Share

 

 

ବୋଲଗଡ଼,(ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳାଦଳ ପଞ୍ଚାୟତ ରେ ଥିବା କୁଞ୍ଜବନ ମଠରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ମଠର ମହନ୍ତ ମଦନ ମୋହନ ଦାସ ଙ୍କ ଦ୍ଵାରା ଯଥା ରୀତିନୀତି ପ୍ରକାରରେ ପୂଜାପାଠ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି ଉତ୍ସବରେ ସମାଜ ସେବୀ ବିବେକାନନ୍ଦ ସ୍ୱାଇଁ, ବିଷ୍ଣୁ ପ୍ରସାଦ କର, ଚଣ୍ଡେଶ୍ୱର ବଳିୟାର ସିଂହ ଯୋଗ ଦେବା ସହିତ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାବେଶ ଦେଖିବାକୁ ମିଳିଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।