November 16, 2026

କାର୍ତ୍ତିକେୟଙ୍କ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ

IMG-20241102-WA0048
Share

 

ବୁଗୁଡା : ତା ୦୨/୧୧/୨୪ : ସ୍ଥାନୀୟ ଗୋପୀନାଥ ମନ୍ଦିର ପରିସରରେ ଆଗାମୀ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଠାକୁର କାର୍ତ୍ତିକେୟଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଯୁବକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଚିତ୍ତ ରଞ୍ଜନ ଦାଶ ଓ ଶଷ୍ଠି ପ୍ରସାଦ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିଲେ। ସଂଘ ସଭାପତି ଲିଟୁ ନାଇକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ଏଥିରେ ସକ୍ରିୟ ସହଯୋଗ ସହଯୋଗ କରିଥିଲେ।

You may have missed