November 16, 2026

ବରିଷ୍ଟ ନାଗରିକ ଙ୍କ ବିୟୋଗ ରେ ଶୋକ

IMG-20230802-WA0046
Share

ବରିଷ୍ଟ ନାଗରିକ ଙ୍କ ବିୟୋଗ ରେ ଶୋକ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଚିତାଗାଁ ଗ୍ରାମର ସମାଜ ସେବୀ ଜନାର୍ଦ୍ଧନ ପାତ୍ରଙ୍କ ବିୟୋଗ ହୋଇଯାଇଛି. ଖବର ପ୍ରସାର ହବା ପରେ ବରିଷ୍ଟ ଆଇନଜୀବି ଶ୍ରୀ ଜିତେନ୍ଦ୍ର ନାଥ ମହାପାତ୍ର. ବିଜେଡି ନେତା ଶ୍ରୀ ମହମ୍ମଦ ସଲିମ. ତ୍ରିପତି ବାଲାଜୀ ମହାନ୍ତି.ଏମ ଏଲ ଏ ଶ୍ରୀମତୀ ପଦ୍ମିନୀ ଦିଆନ. ସତ୍ୟ ନାରାୟଣ ମିଶ୍ର,ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଗୀତା ମାଝୀ. ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପରିବାର ବନ୍ଧୁ ପରିଜନ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରି ଫେ ରୀ ଥିବା ଜଣା ଯାଇଛି. ସ୍ବର୍ଗତ ପାତ୍ର ଙ୍କୁ ନବେ ବର୍ଷ ମୃତ୍ୟୁ ବେଳକୁ ହୋଇଥିବା ବେଳେ ବ୍ଲକ ଉପା ଧକ୍ଷ ତଥା ନାତି. ବାବୁଲି ପାଣିଗ୍ରାହୀ ମୁଖାଗ୍ନି ଦେଇ ଥିବାର ଜଣା ଯାଇଛି. ଝିଅ ଜ୍ୱାଇଁ. ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed