କୁଜାପାଲି ଗ୍ରାମରେ ସ୍ବଛତା ଅଭିଯାନ
ବରଗଡ,ତା୧/୧୧ (ଲୋକକଂ ସ୍ବର)
ଆସନ୍ତା ରବିବାର ୮ ତାରିଖ ଗାଁରେ ହେବାକୁ ଥିବା ଶ୍ୟାମା ପୂଜା ପାଇଁ ଅତାବିରା ବ୍ଲକ କୁଜାପାଲି ଗ୍ରାମବାସୀ ରବିବାର ଏକତ୍ରିତ ହୋଇ ସ୍ବଛତା ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି | ପୂଜା କମିଟିର ସଭାପତି ସଂଜୀବ ଭୋଇ,ଉପସଭାପତି କୈଲାସ ସାହୁ,ସମ୍ପାଦକ ମହନ ଭୋଇକଂ ନେତୃତ୍ବରେ |ଏହି ଅଭିଯାନରେ ଗାଁର ଶତାଧିକ ସାମିଲ ଥାଇ ଗାଁ ସଫେଇ କରିଥିଲେ |
