November 17, 2026

ବୋଲେରୋରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଲେ ବସ୍ତା ପୋଲିସ।

IMG-20251130-WA0048
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମୁକୁଳିସି ପଞ୍ଚାୟତର ରେଣୁପଦା ରାସ୍ତାରେ ଏକ ବୋଲେର ଗୋରୁ ଚୋରା ଚାଲାଣ କରୁଥିବା ସମୟର ବସ୍ତା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୋଲେରୋଟି ପୋଲିସକୁ ଦେଖି ଦୃତଗତିରେ ନେଇ ପଳାଇ ଯାଉଥିବା ସମୟରେ ବସ୍ତା ପୋଲିସ ଧରିବାରେ ସଫଳ ହୋଇଥିଲେ ହେଁ ଡ୍ରାଇଭର ଘଟଣା ସ୍ଥାଳରୁ କୌଶଳ କ୍ରମେ ଖସି ପଳାଇଛି ।ତେବେ ପୋଲିସ ଗୋରୁ ଗାଡ଼ି ଜବତ କରିବା ସହ ୮ ଟି ଗୋରୁ ବାଲେଶ୍ଵର ଗୋଶାଳାକୁ ପଠାଇଥିବା ବସ୍ତା ବସ୍ତା ଆଇ ଆଇ ସି ରଞ୍ଜିତ କୁମାର ସାହୁ ପଠାଇଥିବା ପ୍ରକାଶ କରିଛନ୍ତି। କେଶ ନମ୍ୱର ୫୦୯/୨୫ ରେ ମାମଲା କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

You may have missed