June 16, 2026

ଦିପ୍ତି ଫାଉଣ୍ଡସନର ଚତୁର୍ଥ ବର୍ଷର କ୍ରିଡା ପ୍ରତିଯୋଗିତା ବେଗୁନିଆ ବ୍ଳକ ରାଧାକାନ୍ତ ପୁର ପଞ୍ଚାୟତର ସୁଆଁଳ ଗ୍ରାମରେ ଦିପ୍ତି ଫାଉଣ୍ଡସନର ଚତୁର୍ଥ ବର୍ଷର କ୍ରିଡା ପ୍ରତିଯୋଗିତା

IMG-20241230-WA0009
Share

      ଦିପ୍ତି ଫାଉଣ୍ଡସନର ଚତୁର୍ଥ ବର୍ଷର କ୍ରିଡା ପ୍ରତିଯୋଗିତା ବେଗୁନିଆ ବ୍ଳକ ରାଧାକାନ୍ତ ପୁର ପଞ୍ଚାୟତର ସୁଆଁଳ ଗ୍ରାମରେ ଦିପ୍ତି ଫାଉଣ୍ଡସନର ଚତୁର୍ଥ ବର୍ଷର କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛିସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ରେଭୁନ ସୁପରଭାଇଜର ବିଜୟ କେତନ ପଟ୍ଟନାୟକ ଓ ଦିପ୍ତି ଫାଉଣ୍ଡ ସେନର କର୍ମକର୍ତ୍ତା ସୁବ୍ରତ କୁମାର ବୈରିଗଞ୍ଜନ,ସାନ୍ତୁନୁ ମହାରଣା, ରଘୁନାଥ ବଳିଆରସିଂହ, ସନ୍ତୋସରଞ୍ଜନ କର, ଜ୍ୟୋତିପ୍ରକାଶ ମଙ୍ଗରାଜ, ସମିର କୁମାର ସ୍ଵାଇଁ ମୁଖ୍ୟ ଭୂମିକା ନେଇ କାର୍ଯ୍ୟ ନିର୍ବାହ କରିଥିଲେ ମା ଖଇରି ଭୋଗେଇ ପିଠରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରିଥିଲେ ସୁବ୍ରତ କୁମାର ବୈରି ଗଞ୍ଜନ ଧନ୍ୟ ବାଦଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ରିପୋଟର ମାନସ ରଞ୍ଜନ କର