November 17, 2026

ଏନ.ଆର.ଟି.ଏସ ପରୀକ୍ଷା ଦେଲେ 127 ଜଣ 

IMG-20241105-WA0025
Share

କାଶୀନଗର (ଅନନ୍ତ ଆପଟ )

କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷା ବା (ଏନ.ଆର.ଟି.ଏସ) ଶାନ୍ତି ଶୃଙ୍ଖଳା ର ସହ ସରିଛି. ଏହି ମେଧା ବୃତ୍ତି ପରୀକ୍ଷରେ କାଶୀନଗର ବ୍ଲକର 107 ଜଣ ଛାତ୍ର ଛାତ୍ରୀ ଦେଇଥିବା ବେଳେ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ 27 ଜଣ ପରୀକ୍ଷା ଦେଇଥିଲେ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ସୂଚନା ଦେଇଛନ୍ତି.

You may have missed