November 28, 2026
IMG-20261121-WA0005
Share

କାଶୀପୁର(ରବି ରାଜ ବୈଦ୍ୟ) କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ଗ୍ରାମର, ଶ୍ରୀମତୀ ଦମୟନ୍ତୀ ଝୋଡ଼ିଆ, ସ୍ୱାମୀ ଶ୍ରୀ ସୁବାଷ ଝୋଡ଼ିଆ ଙ୍କ ସୁପୁତ୍ରୀ ସୁଶ୍ରୀ ମୀନମିନତୀ ଝୋଡ଼ିଆ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ଙ୍କ ପ୍ରତିଷ୍ଠିତ ଭୁବନେଶ୍ୱର ସ୍ଥିତ ((KISS )ବିଶ୍ୱ ବିଦ୍ୟାଳୟ ରେ(P, G,,)ବିଜ୍ଞାନ ରେ gold ମେଡାଲ ପାଇ କାଶୀପୁର ତଥା ରାୟଗଡା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କରିଛନ୍ତି!ତେଣୁ ମାଇକଞ୍ଚ ଠାରୁ କାଶୀପୁର ସଦର ପରିକ୍ରମା ଅବସରରେ ବ୍ଲକ, ଉର୍ନୟନ ଅଧିକାରୀ, କାଶୀପୁର ଙ୍କୁ ସାକ୍ଷାତ କରି ତାଙ୍କ ମାନଙ୍କ ଆଶ୍ରିବାଦ ନେବା ସହ ଟିକିରି ଟଟା ଗୁଡା ସ୍ଥିତ ଆଦିବାସୀ ଭାବନରେ ଶ୍ରୀଯୁକ୍ତ ଜଗବନ୍ଧୁ ମାଝୀ, (ସରପଞ୍ଚ, ତଥା ଦିଶା କମିଟି ସଦସ୍ୟ )ଙ୍କ ନେତୃତ୍ୱ ସମାଜ ସଭାପତି ଶ୍ରୀ ଶିବ ରାମ ମାଝୀ, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସାନ୍ଧୁ ଚରଣ ମାଝୀ, ସମାଜ ସେବୀ ଶ୍ରୀଯୁକ୍ତ ଲାଲ ବାବହାଦୁର ଦୁରିଆ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୀଷଣ ମାଝୀ, ଶ୍ରୀଯୁକ୍ତ କାଳିରାମ ମାଝୀ, ଶ୍ରୀ ମକରନ୍ଦ ପୂଜାରୀ, ଶ୍ରୀ ଦୁ୍ଧେଶ୍ୱର ଝୋଡ଼ିଆ,ଶ୍ରୀ ମସ୍ତ ରାମ ମାଝୀ, ସରପଞ୍ଚ, ଶ୍ରୀ ଗୋବିନ୍ଦ ମାଝୀ, ଶ୍ରୀ ଗଜେନ୍ଦ୍ର ମାଝୀ, ଙ୍କ ସହ ଶ୍ରୀ ସଦନ ମାଝୀ, ମାନବିକକର୍ମୀ,ଶ୍ରୀ ବଳରାମ ସାହୁଶ୍ରୀ ରାଜେଶ ବାଗ ,ଏବଂ ବିଶିଷ୍ଟ ମାନ୍ୟ ମାନ୍ୟ ବ୍ୟକ୍ତି ଙ୍କ ସହ ସୁଶ୍ରୀ ସମ୍ବର୍ଦ୍ଧନା ଓ ଉତ୍ତରୀୟ ଦେଇ ଟିକିରି ସଦର ପରିକ୍ରମା କରିଥିଲେ।