November 8, 2026

ଜନ -ଜାତୀୟ ଗୌରଭ ଦିବସ ଓ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ହକି ଟୁଣ୍ଟାମେଣ୍ଟ

IMG-20261108-WA0062
Share

 

ବରଗଡ ,ତା ୮ / ୧୧ (ସୁରେନ୍ଦ୍ର କଠାର)

ଅତାବିରା ବ୍ଲକ ଅଧିନ ଟାଙ୍ଗରପାଲି ପଂଚାୟତ ର ତଲାକଣ୍ଟା ଗ୍ରାମରେ TPWODL CSR ତରଫରୁ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଏକ ହକି ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଟାଙ୍ଗରପାଲି, ତଲାକଣ୍ଟା, ଧୂବେନଟିକିରା ଓ ଝାରକଣ୍ଟା ମୋଟ ୪ ଟି ଦଳ ଅଂଶ ଗ୍ରହଣ କରିଥିଲେ |ଏଥି ମଧ୍ୟ୍ୟରୁ ତଲାକଣ୍ଟା ଓ ଧୂବେନଟିକିରା ମାଧ୍ୟ୍ୟରେ ଫାଇନାଲ ମେଚ ହୋଇ ଥିଲା ପ୍ଲାଣ୍ଟିକ ରେ 4-3 ଗୋଲ ରେ ତଲାକଣ୍ଟା ଦଳ ଧୂବେନଟିକିରା କୁ ପରାସ୍ତ କରି ବିଜୟୀ ହୋଇ ଥିଲେ ଏଥିରେ ମୁଖ୍ୟ ଅତିଥିଭାବେ TPWODL CSR ର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି ଯୋଗଦେଇ ଥିଲେ ସମ୍ମାନିତ ଅତିଥିଭାବେ ଟାଙ୍ଗରପାଲି ସରପଞ୍ଚ ପ୍ରତିନିଧି ଲଳିତ ପ୍ରଧାନ, ହକି ଜିଲ୍ଲା ପରିଚାଳନା ର ସଦସ୍ୟ ସୁନୀଲ କୁମାର ଶତପଥୀ ଓ ଅତାବିରା 2 ର ESO ଭବାନୀ ପାଣ୍ଡେ ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ବାହିତ କରି ଥିଲେ ଶିବୁ ଆଚାର୍ଯ୍ୟ, ମୁନା ନାଏକ ଓ ରୁଦ୍ରପ୍ରସଦ ଗୁରୁ ଏହି ଖେଳକୁ ଆୟୋଜନ କରି ଥିଲେ |