November 27, 2026

Day: November 21, 2026

ହନୁମାନ ମନ୍ଦିର ରେ ଚତୁର୍ଥ ପ୍ରହର ନାମ ଯଜ୍ଞ

ଅସ୍ତରଙ୍ଗ,, ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚାୟତ ର କଣମଣ ନଦୀକୂଳ ଛକ ନିଜଟରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥୁବା...

ଭାସ୍କର ଚଣ୍ଡୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟପ୍ରଥମ ସେମିଫାଇନାଲରେ ଡହଗାଁ ଦଳର ବାଜିମାତ୍‌…

ଧର୍ମଗଡ ଉପଖଣ୍ଡ: (ପ୍ରଦିପ ଭରାସଗରିଆ"ଉପାନ୍ତ ଖବର")କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ବଡ଼ଭଟାଠାରେ ମା’ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଭାସ୍କର ଚଣ୍ଡୀ ମେମୋରିଆଲ ସପ୍ତଦିବସୀୟ...

ଶ୍ରୀ ବଳଦେବସ୍ବାମୀ ମନ୍ଦିରରେ ବଡ ଏକାଦଶୀ ଉତ୍ସବ ପାଳିତ

ବୁଗୁଡ଼ା : ତା ୨୧/୧୧/୨୬ : ସ୍ଥାନୀୟ ଶ୍ରୀ ବଳଦେବସ୍ବାମୀ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରବୋଧନୀ ଏକାଦଶୀ ତଥା ବଡ ଏକାଦଶୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଶ୍ରଦ୍ଧାଳୁଙ୍କ...

ପାତିମାଙ୍କଡ଼ କାମୁଡ଼ାରେ ଯୁବତୀ ଆହତ

ବୁଗୁଡ଼ା : ତା ୨୧/୧୧/୨୬ : ସମ୍ପ୍ରତି ବୁଗୁଡା ଅଞ୍ଚଳରେ ପାତିମାଙ୍କଡ଼ମାନଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇଥିବା ବେଳେ ଏହାର ପ୍ରଭାବରେ ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳର ଲୋକେ ମଧ୍ୟ...

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୁରୀଜିଲ୍ଲା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୁରୀଜିଲ୍ଲା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ lଆଜି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିୟର ରାଜେଶ ମିଶ୍ରଙ୍କ ଅଧକ୍ଷତା ରେ ରାଜ୍ୟ ଉପସଭାପତି...

ମାଲକାନଗିରିରେ ୩୮୫ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ଆୟୋଜିତ

ମାଲକାନଗିରି, ୨୧/୧୧/୨୦୨୬:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡ଼ିଶା ଆଦେଶ ସଂଖ୍ୟା ୨୦୮୩୪ ତାରିଖ ୧୦-୧୧-୨୦୨୬ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ମାଲକାନଗିରି ତରଫରୁ...

ଷ୍ଟେଟ ସ୍କୁଲ ବାଳିକା ଚେସ ଚମ୍ପିୟାନ ସିପ ବାଜି ମାରିଲେ ତିତିକ୍ଷା ମହାପାତ୍ର

lଷ୍ଟେଟ ସ୍କୁଲ ସ୍ପୋର୍ଟ୍ସ ଆସୋସିଏସନ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା କେଶାରମାଳ ହାଇସ୍କୁଲ ଠାରେ ରାଜ୍ୟ ସ୍ତରୀୟ ସ୍କୁଲ ସ୍ପୋର୍ଟ୍ସ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ...

ପଶ୍ଚିମ ଓଡ଼ିଶାରେ ସୌରଶକ୍ତି ପ୍ରସାରକୁ ଟିପିଡବ୍ଲ୍ୟୁଓଡିଏଲ୍‌ର ପ୍ରୋତ୍ସାହନ୩୮୪ଟି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ୨୦.୦୩ ଲକ୍ଷ ଟଙ୍କା ପୁରସ୍କାର • ୨ ହଜାରରୁ ଅଧିକ ଘରେ ରୁଫ୍‌ଟପ୍ ସୋଲାର ସ୍ଥାପନସ

ମ୍ବଲପୁର, ୨୧/୧୧: ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତିର ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍...

ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କଲେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନାମୋହନା,

ଗଜପତି:ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ...

ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କଲେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନାମୋହନା,

ଗଜପତି:ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ...